ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍

ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍

ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍
ଭୁବନେଶ୍ୱର: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଓଡିଶା ବିଜେପି ସାଂସଦମାନେ ଭେଟିବା ପରେ ଜାଭଡେକର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ, ସ୍ଥିତି ଅନୁଧ୍ୟାନ ପାଇଁ ଖୁବ୍ଶୀଘ୍ରଏକ ଏକ୍ସପର୍ଟ ଟିମ୍ ଓଡିଶା ଯିବ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଏହି ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ । ସେଠାକାର ପରିସ୍ଥିତି ସମ୍ପର୍କରେ ପ୍ରତିଦିନ ଟିମ୍ ଅନୁଧ୍ୟାନ କରିବ ।