ଏହିସବୁ ରୋଗରୁ ମୁକ୍ତି ଦେବ ଆଳୁ

ଏହିସବୁ ରୋଗରୁ ମୁକ୍ତି ଦେବ ଆଳୁ

ଏହିସବୁ ରୋଗରୁ ମୁକ୍ତି ଦେବ ଆଳୁ


ଦେଶୀ ତରକାରିରେ ଆଳୁ ପରିବା  ନ ମିଶିଲେ ତା ମଜା ଆସିନଥାଏ । ଅଧିକାଂଶଙ୍କ ଧାରଣା ଯେ ଆଳୁ ଖାଇବା ଠାରୁ ଯେତେ ଦୂରେଇ ରହିବା ସେତେ  ଭଲ । କାରଣ ଆଳୁ ଖାଇଲେ  ଓଜନ ବଢିବା ସହ ମଧୁମେହ ଆଶଙ୍କକୁ ମଧ୍ୟ ଏଡାଇ ବା ହେବନି । ବିଶେଷଜ୍ଞ ଦଳ କିନ୍ତୁ ଆଳୁ ଖାଇବାକୁ  ପରାମର୍ଶ  ଦେଇଛନ୍ତି । ଆବଶ୍ୟକ ପରିମାଣରେ ପ୍ରତିଦିନଏହି ଏହି ପରିବା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ପାଇବେ । 

-  ଆଳୁ ଭଜା ଖାଇଲେ ଆମ ଶରୀରରେ ରକ୍ତସଞ୍ଚଳନ ଭଲଭାବରେ ହୁଏ । 

-ଏହି ପରିବାରେ ଭିଟାମିନ ବି, ସି ଥିବାରୁ  ହୃଦରୋଗୀଙ୍କ ସ୍ୱସ୍ଥ୍ୟ  ଉପରେ ମଧ୍ୟ ଉତ୍ତମ ପରବାବ ପକାଏ ।

-ଏଥିରେ ପୋଟାସିୟମ ପର୍ଯ୍ୟନ୍ତ ପରିମାଣରେ ôତବାରୁ  ରକ୍ତଚାପରେ ମଧ୍ୟ ନିୟନ୍ତ୍ରଣରେ ରଖେ । 

-ସିଝା ଆଳୁ ଖାଇବେ ଉକ୍ତରକ୍ତଚାପ କମ ହେଉଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ।

- କ୍ୟାଲସିୟମ ଯୁକ୍ତ ଆଳୁ ଆମ ଶରୀରର ହାଡକୁ ମଧ୍ୟଶକ୍ତି ଯୋଇଥାଏ ।