ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି
ଭୁବନେଶ୍ୱର: ଓଡିଶାରେ ଆନ୍ଧ୍ର ବେଆଇନ ନିର୍ବାଚନ ନେଇ ବିରୋଧୀଦଳ ନେତାଙ୍କ ଚିଠି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିଦେ୍ର୍ଧଶ ପାଳନ କରିବାକୁ ଦାବି କରିଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ପାଇଁ ଦାବି ଜଣାଇଛନ୍ତି । ରାୟଗଡା, ଗଞ୍ଜାମ, ଗଜପତି, ମାଲକାନଗିରି , କୋରାପୁଟରେ ନିର୍ବାଚନ ବେଆଇନ ବୋଲି ଦର୍ଶାଇଛନ୍ତି । ସୀମାରେ ଆନ୍ଧ୍ର ଜିଲ୍ଲା ପ୍ରଶାସନ ବେଆଇନ ଭାବେ ନିର୍ବାଚନ କରୁଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପାଳନ କରନ୍ତୁ ବୋଲି ପ୍ରଦୀପ୍ତ ନାଏକ ଅନୁରୋଧ କରିଛନ୍ତି ।