ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନକୁ ଆସୁଛନ୍ତି ସୁନିଧି ଚୌହାନ

ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନକୁ ଆସୁଛନ୍ତି ସୁନିଧି ଚୌହାନ

ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନକୁ ଆସୁଛନ୍ତି ସୁନିଧି ଚୌହାନ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରକୁ ଆସୁଛନ୍ତ ବଲିଉଡର ନାମିଦାମୀ ଗାୟିକା ସୁନିଧି ଚୌହାନ। ଭୁବନେଶ୍ୱରସ୍ଥିତ ଜନତା ମୈଦାନକୁ ଶନିବାର ସୁନିଧି ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବେ। ସୁନିଧିଙ୍କ ଆଗମନ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି କାର୍ଯ୍ୟକ୍ରମରେ ସେ ନିଜେ ଗାଇଥିବା ଅନେକ ଗୀତ ଗାଇ ଦର୍ଶକ ମାନଙ୍କୁ ଆକର୍ଷିତ କରିବେ। ଯେପରିକି କ୍ରେଜି କିୟାରେ, ମୁଝସେ ଶାଦୀ କରୋଗୀ, ଧୁମ ମଚାଲେ ଏବଂ ଶୀଲା କି ଜୱାନୀ ଭଳି ସୁପର ହିଟ ଗୀତ ପରିବେଷଣ କରିବେ। ତାଙ୍କ ସହ ଅର୍ଜୁନ କାନୁନଗୋ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେ।