ଆଜିର ଦିନଟି ଆପଣଙ୍କର କିପରି କଟିବ, ଆଜିର ରାଶିଫଳ ଜାଣନ୍ତୁ
ଆଜିର ଦିନଟି ଆପଣଙ୍କର କିପରି କଟିବ, ଆଜିର ରାଶିଫଳ ଜାଣନ୍ତୁ
ମେଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ଦିନଟି ଶୁଭ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । ପ୍ରେମ ଜୀବନ ମଧୁର ହେବ ।
ବୃଷ: ମନରେ ସକାରାତ୍ମକ ଭାବନା ରହିବ । ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ହେବେ । ବ୍ୟବସାୟ ବୃଦ୍ଧିର ଯୋଗ ରହିଛି । ଖେଳାଳିମାନଙ୍କ ଲାଗି ଦିନଟି ଭଲ ।
ମିଥୁନ: ବ୍ୟକ୍ତିତ୍ବକୁ ବିକଶିତ ପାଇଁ ଚେଷ୍ଟା କରିବେ । ଲୋକଙ୍କ ସାହାଯ୍ୟରେ ବେପାରକୁ ବୃଦ୍ଧି କରାଇବେ । ଚାକିରିଜୀବୀ ଆଶା ଅନୁଯାୟୀ ବଦଳି ହୋଇପାରନ୍ତି ।
କର୍କଟ:କୌଣସି କାମ ସଂପୂର୍ଣ୍ଣ ହେବାଦ୍ବାରା ଆନନ୍ଦ ପାଇବେ । ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ । ବ୍ୟବସାୟର ଉନ୍ନତି ପାଇଁ ନୂଆ ପଥ ଖୋଲିବ ।
ସିଂହ: ନିଜର ପରିସର ବୃଦ୍ଧି ପାଇଁ ପ୍ରୟାସ କରିବେ । ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ । ଜୀବନସାଥୀଙ୍କ ସହିତ ମନାନ୍ତର ଦୂର ହେବ ।
କନ୍ୟା: ମନମୁତାବକ କାମ ସଂପୂର୍ଣ୍ଣ ହେବ । ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ । ଧନ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ ।
ତୁଳା: କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ । ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି । ଶତ୍ରୁପକ୍ଷ ଠାରୁ ଦୂରରେ ରହିବେ ।
ବିଛା: ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ । ବେପାରରେ ଅଚାନକ ଧନପ୍ରାପ୍ତି ହେବେ । ରାଜନୀତିରେ ମାନ ସମ୍ମାନ ବଢ଼ିବ ।
ଧନୁ: ମନରେ ଅଚାନକ କୌଣସି ବିଚାର ଆସିବ ଯାହା ପ୍ରଗତିରେ ସହାୟକ ହେବ । କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ ।
ମକର: ମନ ଶାନ୍ତ ରହିବା ସହିତ ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି । ଘରେ ସ୍ବାଦିଷ୍ଠ ଖାଦ୍ୟ ଖାଇବେ ।
କୁମ୍ଭ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟମାନଙ୍କର ଉତ୍ସାହ ଦେଖି ପ୍ରଭାବିତ ହେବେ । ବ୍ୟବସାୟରେ ସଫଳତା ହାସଲ ହେବ ।
ମୀନ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । ଅନ୍ୟମାନଙ୍କର ସାହାଯ୍ୟ ପାଇବେ । ଆୟ ବ୍ୟୟର ଭାରସାମ୍ୟ ବଜାୟ ରହିବ ।