୪ ଓଏଏସ ଅଫିସରଙ୍କ ବଦଳି

୪ ଓଏଏସ ଅଫିସରଙ୍କ ବଦଳି

୪ ଓଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ଚାରି ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି । ମଧୁସୂଦନ ମିଶ୍ରଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ, ପ୍ରତିଭା ଦୋରାଙ୍କୁ ମୋ ସ୍କୁଲର ଓଏସଡି, ବାସୁଦେବ ମାହାରିଙ୍କୁ ରାଜ୍ୟ ହାଉସିଂ ବୋର୍ଡର ଭୂ ଅଧିକାରୀ ଓ ରଞ୍ଜିତା ସାହୁଙ୍କୁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସାର୍ଟିଫିକେଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।