୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୨୯ ଦିନ ଛୁଟି

୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୨୯ ଦିନ ଛୁଟି

୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୨୯ ଦିନ ଛୁଟି
ଭୁବନେଶ୍ୱର: ଆସନ୍ତା ୨୦୨୧ ରେ ବିଭିନ୍ନ ପର୍ବ ପର୍ବାଣୀ ତଥା ଗୁରୁତ୍ୱପୂର୍ଣ୍ଣ ଦିବସ ପାଇଁ ସମୁଦାୟ ୨୯ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି । ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ୮ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଛୁଟି ଦିବସ ଉପଲବ୍ଧ ହେବ । ସେହିପରି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ଦିନ ୩ଟି ଛୁଟି ମିଳିବ । ଅପରପକ୍ଷେ ସାଧାରଣତଃ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ୬ଟି ଗୁରୁତ୍ୱପୂର୍ଣ୍ଣ ୬ଟି ଛୁଟି ଦିବସ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ପଡ଼ିବ । ତେଣୁ ଏହି ଦିବସକୁ ବିଧିବଦ୍ଧ ଭାବେ ଛୁଟି ଦିନ ଭାବେ ଘୋଷଣା କରାଯାଇନାହିଁ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ପ୍ରକାଶ ପାଇଛି ।