୨ଟି ବୁଥରେ ସାନି ମତଦାନ ହେବ

୨ଟି ବୁଥରେ ସାନି ମତଦାନ ହେବ

୨ଟି ବୁଥରେ ସାନି ମତଦାନ ହେବ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁବାର ଶେଷ ହୋଇଛି ମତଦାନ । ତେବେ ୨ଟି ବୁଥରେ ସାନି ମତଦାନ ହେବ । ଏନେଇ ଇସିଆଇକୁ ସୁପାରିଶ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ମାଲକାନଗିରିର ଗୋଟିଏ ଓ ବ୍ରହ୍ମପୁରର ଗୋଟିଏ ବୁଥରେ ସାନି ମତଦାନ ହେବ । ଗୋଟିଏ ବୁଥରେ ଇଭିଏମ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ଥିବାବେଳେ ଅନ୍ୟ ଏକ ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା ଜଣାଯାଇଛି ।