୧୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା।

୧୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା।

୧୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା।
ଦେଶରେ ୧୬ ଜଣଙ୍କ ଜୀବନ ନେଲାଣି କରୋନା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୋଟ ୬୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମାତ୍ର ଗୋଟିଏ ଦିନରେ ୮୮ ନୂଆ କେସ ସାମ୍ନାକୁ ଆସିଥିବା ନେଇ ସୂଚନା ମିଳିଛି । ବର୍ତମାନ ସମୟରେ କରୋନାକୁ କେମିତି ରୋକାଯିବ ସେନେଇ ଅନେକ ପଦକ୍ଷେପ ସରକାର ନେଇଛନ୍ତି ।