ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ଖୋର୍ଦ୍ଧା : ହାତୀ-ମଣିଷ ଲଢ଼େଇର ଅନ୍ତଃ ନାହିଁ। ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ରମ୍ଭାବିଲି ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ଗାଁ ଜଣେ ଯୁବକଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।
ଗାଁର ଶରତ ଜେନା ଘରୁ ଅନ୍ୟ ସାହିରେ ଥିବା ନିଜ ଘରକୁ ବଡ ବଡିଆ ଡାକି ବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ। ଘଟଣା ସ୍ଥଳରେ ଟାଗିଂ ବନବିଭାଗ କର୍ମଚାରୀ ଓ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି।




admin 