ସ୍କ୍ରର୍ପିଓ ଓଲଟି ପରିବାରର ୭ ମୃତ

ସ୍କ୍ରର୍ପିଓ ଓଲଟି ପରିବାରର ୭ ମୃତ

ସ୍କ୍ରର୍ପିଓ ଓଲଟି ପରିବାରର ୭ ମୃତ
ଲକ୍ଷ୍ନୌ: ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବେଳେ ଏମିତି ଏକ ଦୁର୍ଘଟଣା ଘଟିଛି, ଯେଉଁ ଥିରେ ଗୋଟିଏ ପରିବାରର ୭ ଜଣଙ୍କ ସହ ୮ ଜଣ ପ୍ରାଣ ହରାଇଛନ୍ତି । ସେମାନେ ଫେରୁଥିବା ସ୍କ୍ରର୍ପିଓ ଗାଡ଼ି ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ବାଲି ବୋଝେଇ ଟ୍ରକ ଏହା ଉପରେ ଓଲଟି ପଡ଼ିବାରେ ସ୍କ୍ରର୍ପିଓରେ ଥିବା ସମସ୍ତଙ୍କର ପ୍ରାଣହାନି ଘଟିଛି । ସ୍କ୍ରପିଓରେ ଥିବା ଦୁଇ ବାଳିକା ସେଥିରୁ ଛିଟିକି ପଡ଼ିବାରୁ ବଞ୍ଚି ଯାଇଛନ୍ତି । ଉତ୍ତରପ୍ରଦେଶ କୌଶାମ୍ବୀ ଅନ୍ତର୍ଗତ କାଧାଧାମ କୌଟୱାଇ ନିକଟ ଦେବୀଗଞ୍ଜଠାରେ ପରାହାନ୍ତା ପ୍ରାୟ ସାଢେ଼ ୩ଟାରେ ଏହି ଦୁର୍ଘଟଣା ଘଟିଛି । ଏମିତି ମରଣ ନେଇ ଶୁଣିବା ଲୋକେ ବିସ୍ମିତ ହୋଇଯାଇଛନ୍ତି ।