ସୁଧହାର କମାଇଲା ଆରବିଆଇ

ସୁଧହାର କମାଇଲା ଆରବିଆଇ

ସୁଧହାର କମାଇଲା ଆରବିଆଇ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ର ମୁଦ୍ରାନୀତି କମିଟି (ଏମପିସି) ବୈଠକ ସୋମବାରଠାରୁ ବସିବାକୁ ଯାଉଥିବାବେଳେ ଗୁରୁବାର ବୈଠକ ବସିଅଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆର୍ବିଆଇର ଏକ ସମୀକ୍ଷା ବୈଠକରେ ବେସ୍ ପଏଣ୍ଟ୍ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହାଦ୍ୱାରା ରେପୋ ରେଟ୍ କମି ୬ ରୁ ୫.୭୫% ହୋଇଛି।ଏହା ଦ୍ୱାରା ବ୍ୟାଙ୍କରୁ ଋଣ ନେଉଥିବା ଲୋକେ ବେଶ୍ ଉପକୃତ ହେବେ ବୋଲି ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି।