ସନ୍ଧ୍ୟା ୭.୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ।

ସନ୍ଧ୍ୟା ୭.୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ।

ସନ୍ଧ୍ୟା ୭.୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ।
ଆଜି ସନ୍ଧ୍ୟା ୭.୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିବେ । ଏହାଛଡ଼ା ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଉପସ୍ଥିତ ରହିବେ । ଆଇନ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।