ରାଜ୍ୟରେ ଲାଗିଲା କୋଭିଡ କଟକଣା
ରାଜ୍ୟରେ ଲାଗିଲା କୋଭିଡ କଟକଣା
ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣା ଲାଗିଲା
ଓମିକ୍ରନ ଭୟରେ ସରକାର ନେଇଛନ୍ତି ବଡ଼ ପଦକ୍ଷେପ
ଖ୍ରୀଷ୍ଟିମାସ ଓ ନୂଆ ବର୍ଷ ଉତ୍ସବ ଉପରେ ଲାଗିଛି କଟକଣା
କୌଣସି ଜାଗାରେ ଭିଡ଼ ଜମାଇ ପାରିବେନି
ବଡଦିନରେ ଚର୍ଚ୍ଚରେ ୫୦ ଜଣ ଏକାଠି ହୋଇପାରିବେ, ଏଥିପାଇଁ ଅନୁମତି ମିଳିଛି
ସେହିପରି ବାହାଘର ବ୍ୟତିତ ଅନ୍ୟ ସମସ୍ତ ଉତ୍ସବ ମନା
ବାହାଘରରେ ଭୋଜିଭାତ ଓ ପ୍ରସେସନକୁ ବାରଣ କରିଛନ୍ତି src
ଜିରୋ ନାଇଟ ସେଲିବ୍ରେସନ ବି ହୋଇପାରିବନି କୌଣସି ଜାଗାରେ ଭୋଜି ଭାତ ହୋଇପାରିବନି କୌଣସି କ୍ଲବ, ହୋଟେଲ, ରେସ୍ତୋରାଁରେ ନୂଆବର୍ଷ ସ୍ୱାଗତ ଉତ୍ସବ ହୋଇପାରିବନି ଆଜି src ଏ ନେଇ କଟକଣା ଜାରି କରିଛନ୍ତି




admin 