ରାଜମା ରୋଷ୍ଟ

ରାଜମା ରୋଷ୍ଟ

ରାଜମା ରୋଷ୍ଟ
ସାମଗ୍ରୀ: - କପ ରାଜମା - ୪ଟା ଟମାଟୋ - ଗୋଲମରିଚ ଗୁଣ୍ଡ - ଦରକାର ମୁତାବକ ଲୁଣ ପ୍ରଣାଳୀ: ରାଜମା ସିଝାଇ ନେବେ । ୪/୫ ଘଂଟା ଭିଜାଇ ରଖିଲା ପରେ ଠିକ ସିଝି ଯିବ । କିନ୍ତୁ ଭାଙ୍ଗି ନଥିବା ଟମାଟୋ ତା ରସ ବାହାର କରିଦେବେ । ଟମାଟୋ ରସ, ରାଜମା ସିଝାକୁ ଲୁଣ ଦେଇ ୨୦ ମିନିଟ ବେକ କରିବେ । ବେକିଂ ଡିସରେ ରିଫାଇନ ତେଲ ଲଗାଇ ଉପରେ ଗୋଲମରିଚ ଗୁଣ୍ଡ ଦେଇ ଖାଇବାକୁ ଦେବ ।