ଯୌନ ନିର୍ଯାତନ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଯୌନ ନିର୍ଯାତନ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଯୌନ ନିର୍ଯାତନ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା । ଛାତ୍ର କଂଗ୍ରେସ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କରିଛି । ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବାହାରିଲା । କଂଗ୍ରେସ ଭବନରୁ ମାଷ୍ଟରକ୍ୟାଟିଂନ ଯାଏଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭ ସହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲେ କଂଗ୍ରେସ କର୍ମୀ । ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପୀଡିତାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି କଂଗ୍ରେସ । ଦାବି ପୂରଣ ନହେଲେ ମନ୍ତ୍ରୀଙ୍କୁ ବରୋଧ ଚେତାବନୀ ଦିଆଯାଇଛି । ପୋଲିସର ସ୍ଥାଣୁତା ପାଇଁ ମନ୍ତ୍ରୀଙ୍କୁ ଦାୟୀ କରିଛି ଛାତ୍ର କଂଗ୍ରେସ । ଅଭିଯୁକ୍ତ ମନ୍ତ୍ରୀଙ୍କ ନିକଟତମ ହୋଇଥିବ ଅଭିଯୋଗ ହୋଇଛି । ଛାତ୍ର କଂଗ୍ରେସ କହିଲା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସୂଚନା ଦେଇଛନ୍ତି ।