ମୁଣ୍ଡ ନୁଆଁଇଲା ପାକିସ୍ତାନ

ମୁଣ୍ଡ ନୁଆଁଇଲା ପାକିସ୍ତାନ

ମୁଣ୍ଡ ନୁଆଁଇଲା ପାକିସ୍ତାନ
ନୂଆଦିଲ୍ଲୀ:ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ପାକିସ୍ତାନ କହିଛି ଆମେ କେବେ ବି ଗାରତ ସହ କଥାବାର୍ତା ପାଇ ଅରାଜି ନୁହେଁ । କଥାବାର୍ତା ପାଇଁ ଭାରତ ଉପଯୁକ୍ତ ମାହୋଲ ସୃଷ୍ଟି କରୁନି ବୋଲି ପାକିସ୍ତାନ ବୟାନ ଦେଇଛି । ଆଲୋଚନାରେ ତୃତୀୟ ପକ୍ଷ ମଧସ୍ଥତା କଲେ ଭଲ ହେବ ବୋଲି ପାକିସ୍ତାନ ପ୍ରସ୍ତାବ ଦେଇଛି । ପାକିସ୍ତାନ ବିଦେଶ ମନ୍ତୀ ଶାହ ମହମ୍ମଦ କୁରେସୀ ସୂଚନା ଦେଇଛନ୍ତି ।