ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ :ସରପଞ୍ଚଙ୍କ ଗଳାକାଟି ହତ୍ୟା

ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ :ସରପଞ୍ଚଙ୍କ ଗଳାକାଟି ହତ୍ୟା

ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ :ସରପଞ୍ଚଙ୍କ ଗଳାକାଟି ହତ୍ୟା
ମାଲକାନଗିରି: ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ଜଣେ ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀଙ୍କ ତାଣ୍ଡବ । ଆଜି ଭୋରୁ ଛୋଟେଗୁଡ଼ା ନାଏବ ସରପଞ୍ଚଙ୍କୁ ଏକ ଧାରୁଆ ଅସ୍ତ୍ରରେ ମାଓବାଦୀ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି । ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଏଭଳି କାଣ୍ଡ ଭିଆଇଛନ୍ତି । ଗାଁରେ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ ଏପରି ବର୍ବରକାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି ।