ମାର୍ଚ୍ଚ ୧ରୁ କଡ଼ା କଡ଼ି ପାଳନ

ମାର୍ଚ୍ଚ ୧ରୁ କଡ଼ା କଡ଼ି ପାଳନ

ମାର୍ଚ୍ଚ ୧ରୁ କଡ଼ା କଡ଼ି ପାଳନ
ଆସନ୍ତା ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ା କଡ଼ିଭାବେ ପାଳନ କରାଯିବ । ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ । ପୂର୍ବରୁ ଦିଆଯାଇଥିବା ୬ ମାସର କଣ୍ଟ ପୂରିଯାଇଥିବାବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ୭୦ ପ୍ରତିଶତ ପୁଲିସ କର୍ମଚାରୀ ଗାଡ଼ି ମୋଟର ଯାଞ୍ଚ କରିବେ । ନୂଆ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଅଧିକାଂଶ ଲୋକ କାଗଜପତ୍ର ଠିକ କରିସାରିଲେଣି । ଆଉ ଭିଡ଼ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ।