ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ନଚଢାଇବା ପ୍ରସଙ୍ଗ: ଇ-ଚାଲାଣ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ଏକ ଅନ୍ଧବିଶ୍ୱାସର ବିରାମ ଲାଗିବାକୁ ଯାଉଛି । ବସ ମାଲିକମାନେ ବସରେ ପ୍ରଥମେ ମହିଳାଯାତ୍ରୀଙ୍କ ନଚଢାଇବା ପ୍ରସଙ୍ଗରେ ଆରଟିଓ ସଚିବଙ୍କୁ ଏସଟିଏ ସଚିବ ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ଯଦି କୌଣସି ବସ କର୍ମଚାରୀ ମହିଳାମାନଙ୍କୁ ପ୍ରଥମଯାତ୍ରୀ ଭାବେ ବସରେ ଚଢିବାକୁ ନଦିଅନ୍ତି ତେବେ ସେହି ବସ ମାଲିକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ସହ ଇ-ଚାଲାଣ କଟାଯାଉ ।




user1 