ମନୁଷ୍ୟକୃତ ଥିଲା କରୋନା ଭାଇରସ
ମନୁଷ୍ୟକୃତ ଥିଲା କରୋନା ଭାଇରସ
ଚାଇନା : ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ମନୁଷ୍ୟକୃତ ଥିଲା ବୋଲି ସୂଚନା ମିଳିଛି । ଚୀନାର ଉହାନ ଲାବୋରେଟୋରିରୁ ଏହାର ଉତ୍ପତ୍ତି ହୋଇଛି । ଆମେରିକାର ବୈଜ୍ଞାନିକମାନେ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛିନ୍ତି । ବ୍ରିଟିଶ ଜର୍ଣ୍ଣାଲରେ ଏନେଇ ଲେଖା ପ୍ରକାଶ ପାଇଛି । ବୈଜ୍ଞାନିକ ଆଣ୍ଡ୍ୟୁ ହଫଙ୍କ ପୁସ୍ତକ ‘ଦି ଟ୍ରୁଥ ଆବାଉଟ ଉହାନ’ରେ ଏହି ତଥ୍ୟ ପ୍ରକାଶ ପାଇଛି ।
ତେବେ ଏହା ଚୀନ ଜାଣିଶୁଣି କରିଛି କି? ଏନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏବଂ ବର୍ତ୍ତମା ଏହା ଏକ ଗୁରୁତର ବିଷୟ ହୋଇଥିବାରୁ , ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ହୋଇଛି ।




admin 