ମୋଦୀ ଓ ଟ୍ରମ୍ଫ ଭଲ ବନ୍ଧୁ, ଚାହିଁଲେ ଅନେକ କିଛି ବିଶ୍ୱକୁ ଦେଇ ପାରିବେ

ଆମେରିକା ନିର୍ବାଚନରେ ଡୋନାଲଡ ଟ୍ରମ୍ପଙ୍କ ବିଜୟୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କ୍ଷ ଟ୍ରମ୍ପ ଜଣେ ଭାରତର ବିଶ୍ୱସନୀୟ ଓ ପୁରୁଣା ବନ୍ଧୁ କ୍ଷ ତାଙ୍କର ବିଜୟ ପରେ ପ୍ରଧାନମନ୍ତ୍ରୀ ନିଜେ ଶୁଭେଚ୍ଛା ଦେଇଛନ୍ତି କ୍ଷ ତାଙ୍କ ବିଜୟ ଭାରତ ପାଇଁ ଉପାଦେୟ ହେବ କ୍ଷ ଦୁଇ ଦେଶ ଭାରତ ଏବଂ ଆମେରିକାର ଗଣତନ୍ତ୍ରର ବଡ଼ ଦେଶ କ୍ଷ ଦୁଇ ଦେଶ ମିଶି ବିଶ୍ୱରେ ନୁଆ ପରିକଳ୍ପନା କରିବେ କ୍ଷ ଆମ ପ୍ରଧାନମନ୍ତ୍ରୀଙ୍କ ଶହ ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ବହୁତ ଭଲ କ୍ଷ ଭାରତର ବାଣିଜ୍ୟ ଓ ବ୍ୟବସାୟ ସମ୍ପର୍କ ବଢିବା ଶହ ବିଶ୍ୱରେ ଦୁଇ ଦେଶର ନେତୃତ୍ୱ ଜାହିର ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।