ମଣିଷ ମସ୍ତିଷ୍କର ଆଟଲାସ

ମଣିଷ ମସ୍ତିଷ୍କର ଆଟଲାସ

ମଣିଷ ମସ୍ତିଷ୍କର  ଆଟଲାସ
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଦଳେ ଗବେଷକ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଥମ ଥର ପାଇଁ ବିକଶିତ ହୋଇଛି ମଣିଷ ମସ୍ତିଷ୍କର ଆଟ୍ଲାସ୍ । ମସ୍ତିଷ୍କ ସ୍ନାୟୁର ଭିନ୍ନ ଭିନ୍ନ କ୍ରିୟା-କଳାପ ସଂକ୍ରାନ୍ତରେ ଗଭୀର ଅଧ୍ୟୟନ ପାଇଁ ଏହି ନୂଆ ଜ୍ଞାନ କୌଶଳ ସହାୟକ ହେବ । ଏଥିରେ ଖଞ୍ଜା ଯାଇଥିବା ଆଲ୍ଗୋରିଦିମ୍ ଦ୍ୱାରା ଅଟିଜିମ୍, ସିଜୋଫ୍ରେନିଆ ଭଳି ଭିନ୍ନ ଭିନ୍ନ ମାନସିକ ବିକୃତିର ନିର୍ଦ୍ଧିଷ୍ଟ କାରଣ ବୋଲି ଜଣାପଡିବ । ମସ୍ତିଷ୍କ ଆଟାଲସ୍ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ର ଆଧାରରେ ସ୍ନାୟୁ ଜନିତ ଜଟିଳ ରୋଗର ଚିକିତ୍ସା ଅଧିକ ସହଜ ହୋଇପାରିବ ।