ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟ ସରକାର

ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟ ସରକାର

ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଚଳିତ ନିର୍ବାଚନରେ ସାରସକଣାରୁ ବିଜେପିର ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଭୂଦାନଙ୍କ ଇସ୍ତପା ଗ୍ରହଣ କରିବାକୁ ଗତକାଲି ବିଜେପିର ଏକ ଟିମ ନବୀନ ନିବାସ ଯାଇଥିଲେ । ଲେଖାଶ୍ରୀ ସାମନ୍ତସିଂହରାୟ ଓ ଉପସଭାପତି ସମୀର ମହାନ୍ତି ଗତକାଲି ଭୂଦାନଙ୍କୁ ନେଇ ନବୀନ ନିବାସ ଯାଇଥିଲେ । ତାଙ୍କର ଇସ୍ତପା ରାଜ୍ୟ ସରକାର ଗ୍ରହଣ କରିବାକୁ ଦାବି କରିଥିଲେ । ତେବେ ଆଜି ତାଙ୍କର ଇସ୍ତଫା ଗୃହୀତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।