ଭିଜିଲାନ୍ସ ଜାଲରେ ଡିଏଫଓ

ଭିଜିଲାନ୍ସ ଜାଲରେ ଡିଏଫଓ

ଭିଜିଲାନ୍ସ ଜାଲରେ ଡିଏଫଓ
ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ପଡିଲେ ବ୍ରହ୍ମପୁର ଡିଏଫଓ ଆଶିଷ ବେହେରା । ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲରେ ଏହି ଅଧିକାରୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ଟିମ୍ ୯ଟି ସ୍ଥାନରେ ରେଡ୍ କରିଥିଲେ । ବ୍ରହ୍ମପୁର ଅଫିସ , କ୍ୱାର୍ଟସ ଓ ଦିଗପହଣ୍ଡି ରେଞ୍ଜ ଅଫିସ, ଭଞ୍ଜନଗର ଓ ଭୁବନେଶ୍ୱର ଆପାର୍ଟାମେଂଟରେ ମଧ୍ୟ ଏକକାଳୀନ ଚଢାଉ କରଯାଇଥିଲା ।