ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର
ବେଲପଡା(ମନୋଜ କୁମାର ମିଶ୍ର) - ବେଲପଡା ଥାନା ସରମୁହାଣ ଗ୍ରାପ ଅନ୍ତର୍ଗତ ଭଲୁଖାଇ ଗ୍ରାମ ରେ ଭଲୁ ଆକ୍ରମଣ ରେ ଜଣେ ବୃଦ୍ଧ ଟଙ୍କଧର ସାହୁ (୬୦) ଗୁରୁତର ହୋଇଛନ୍ତି । ନିଜ କପାକିଆରି ରେ ଦିନ ୧୨ଟା ସମୟ ରେ ଟଙ୍କ କପା ତୋଲୁଥିବା ସମୟ ରେ ଏକ ଭାଲୁ ବାହାରି ଆକ୍ରମଣ କରିଥିଲା ଭାଲୁଆକ୍ରମଣ ଟଙ୍କଧର ଙ୍କ ଜଙ୍ଘ ,ଆଣୁ ରେ ଗଭିର କ୍ଷତ ହୋଇତିଲାବେଳେ ବୃଦ୍ଧ ଚିକ୍ରାର କରିଥିଲେ ପାଖ ରେ ଥିବା ଟଙ୍କଧର ଙ୍କ ପୁଅ ବୃନ୍ଦାବନ ବାପାର ଚିକ୍ରାର ସୁଣି ଧାଇଁ ଆସିଥିଲେ ମଧ୍ୟ ଭାଲୁ ଛାଡି ଯାଇନଥିଲା ପରେ ପାଖରେ ଥିବା ଲୋକ ଆସିବାରୁ ଭାଲୁ ବୃଦ୍ଧଙ୍କୁ ଛାଡି ପଳାଇଥିଲା । ଗୁରୁତର ଅବସ୍ଥାରେ ଆହତକୁ ଉଦ୍ଧାର କରି ବେଲପଡା ଡାକ୍ତରଖାନା ରେ ପରିବାରବର୍ଗ ଭର୍ତୀ କରିଛନ୍ତି । ବର୍ତ୍ରମାନ ଟଙ୍କଧର ବିପଦ ମୁକ୍ତ ଅବନ୍ତି ବୋଲି ଚିକିତ୍ସାଧିନ ଡାକ୍ତର ରବିନ୍ଦ୍ର ମହେର କହିଛନ୍ତି । ବର୍ତ୍ତମାନ ଜଙ୍ଗଳପଡା ହୋଇଯାଇଥିଲା ବେଳେ ଜଙ୍ଗଳର ବନ୍ୟଜନ୍ତୁ ଗ୍ରାମାଭିମୁଖା ହୋଇ ଜନବସତି ଉପରେ ଆକ୍ରମଣ କରୁଥିବା ଜଣାଯାଇଛି । ଆଜତ ପରିବାରଙ୍କୁ ଜଙ୍ଗଲ ବିଭାଗ ଦ୍ୱାରା କ୍ଷତି ପୁରଣ ଦେବାପାଇଁ ବାଦୀ ହେଉଛି ।