ଭଲ ଖବର : ରାଜ୍ୟରେ ଆଉ ୨୦୧୫ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଉ ୨୦୧୫ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଉ ୨୦୧୫ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ଆଜି ରାଜ୍ୟରେ ୨୦୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୁଳରୁ ୨୧୮, କଟକରୁ ୧୩୫, ବାଲେଶ୍ୱରରୁ ୮୮, ଜଗତସିଂହପୁରରୁ ୮୫, ମୟୁରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗୀରରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ବଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗଡରୁ ୨୬, କୋରାପୁଟରୁ ୨୫, ଗଞ୍ଜାମରୁ ୨୪, ମାଲକାନଗିରିରୁ ୨୩, ବୌଦ୍ଧରୁ ୨୧, ଦେବଗଡରୁ ୯, ଗଜପତିରୁ ୯, ରାୟଗଡାରୁ ୬ ଏବଂ ଷ୍ଟେଟ ପୁଲରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୩୦ରେ ପହଞ୍ଚିଛି ।