ବିନା ହେଡମେଟରେ ଗାଡି ଚଳାଇବା ବାବୁସାନଙ୍କୁ ପଡିଲା ମହଙ୍ଗା

ବିନା ହେଡମେଟରେ ଗାଡି ଚଳାଇବା ବାବୁସାନଙ୍କୁ ପଡିଲା ମହଙ୍ଗା

ବିନା ହେଡମେଟରେ ଗାଡି ଚଳାଇବା ବାବୁସାନଙ୍କୁ ପଡିଲା ମହଙ୍ଗା
ଭୁବନେଶ୍ୱର – ମଙ୍ଗଳବାରଦିନ ରାତି ପ୍ରାୟ ୮ଟାବେଲେ ଭୁବନେଶ୍ୱର ଜାତୀୟ ରାଜପଥ କଳିଙ୍ଗନଗର ଅଞ୍ଚଳରେ ବିନା ହେଡମେଟରେ ଗାଡି ଚଲାଇଥିଲେ । ଏହାକୁ ପୁଲିସ କିମ୍ବା ସିସିଟିଭ କ୍ୟାମେରା ବଳରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଓଲିଉଡ୍ ହିରୋ ବାବୁସାନ ବିନା ହେଡମେଟରେ ଗାଡି ଚଳାଉଥିବା ବେଳେ କୈାଣସି ଜଣେ ସଚେତନ ନାଗରିକ ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓକୁ ଗଣମାଧ୍ୟମରେ ଖବର ପ୍ରସାରଣ କରାଯିବା ପରେ ବାବୁସାନଙ୍କ ବିରୋଧରେ ୧୦୦୦ଟଙ୍କାର ଚାଲାଣ କଟାଯାଇଛି ।