ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ  ଯୁବକ  ମୃତ
ଟିଟିଲାଗଡ : ଟିଟିଲାଗଡ ଥାନା ଅନ୍ତର୍ଗତ କୁଶକେଲା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି କୁଶକେଲା ଗ୍ରାମର ଚିରଞ୍ଜି ସୁନା (୫୨)। ସେ ସୋମବାର ସକାଳେ ଗଛରେ ଚଢି ଦାନ୍ତ କାଠି ଭାଙ୍ଗୁ ଥିଲେ। ସେହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।