ବିଜୁ ବାବୁଙ୍କୁ ପୁଣି ଭାରତ ରତ୍ନ ଦାବି ।

ବିଜୁ ବାବୁଙ୍କୁ ପୁଣି ଭାରତ ରତ୍ନ ଦାବି ।

ବିଜୁ ବାବୁଙ୍କୁ ପୁଣି ଭାରତ ରତ୍ନ ଦାବି ।
ପୁଣି ଉଠିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି । ଏନେଇ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ନୋଟିସ ଆଣିଛନ୍ତି । ଆଜି ଶୂନ୍ୟକାଳରେ ଶ୍ରୀ ପଟ୍ଟନାୟକ ଏହି ନୋଟିସ ଆଣିଛନ୍ତି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କରି ଶ୍ରୀ ପଟ୍ଟନାୟକ ଏହି ନୋଟିସ ଆଣିଛନ୍ତି ।