ପୁଣି ଦନ୍ତା ହାତୀ ମୃତ

ପୁଣି ଦନ୍ତା ହାତୀ ମୃତ

ପୁଣି ଦନ୍ତା ହାତୀ ମୃତ

ସମ୍ବଲପୁର  : ସମ୍ବଲପୁରରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ସମ୍ବଲପୁର ବନଖଣ୍ଡ ଯୁଯୁମୁରା ରେଞ୍ଜ ଖଇରମାଲ ଅନ୍ତର୍ଗତ ରଘୁଡେରାରେ ହାତୀର ମୃତଦେହ ଠାବ ହୋଇଛି । ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


ଖବର ଅନୁଯାୟୀ, ରଘୁଡେରାରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।ଏହାପରେ ତୁରନ୍ତ ବନବିଭାଗର ଟିମ୍‌କୁ ଖବର ଦେଇଥିଲେ । ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଏବେ ଯାଏଁ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।