ପରିବହନ ଟିକସ ପଇଠ ଅବଧି ବଢିଲା

ପରିବହନ ଟିକସ ପଇଠ ଅବଧି ବଢିଲା

ପରିବହନ ଟିକସ ପଇଠ ଅବଧି ବଢିଲା
ନୂଆଦିଲ୍ଲୀ: ମଇ ମାସର ସଡକ ପରିବହନ ଟିକସ ପଇଠ ଅବଧି ଆଉ ୧୫ ଦିନ ବଢିଛି । ମଇ ୩୧ ଯାଏ ଟିକସ ପଇଠ ଅବଧି ବଢାଇଲା ପରିହଦନ ବିଭାଗ । ଲକଡାଉନ ଓ ଅନ୍ତରାଜ୍ୟ ପରିବହନ ବନ୍ଦ ଦୃଷ୍ଟିରୁ ନିଷ୍ପତି ନିଆଯାଇଛି । ଏବେ ବହୁରାଜ୍ୟରେ ଲକଡାଉନ ଲାଗିଛି । ଏଭଳି ପରିସ୍ଥିତିରେ କେହି ଘରୁ ବାହାରିବା ବି କଷ୍ଟ । ଟିକସ ଛାଡ ନିଷ୍ପତି ସରକାରଙ୍କ ବିଚାରଧୀନ ଅଛି ବୋଲି ପରିବହନ ବିଭାଗ କହିଛି ।