ନୀଳଗିରି ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା

ନୀଳଗିରି ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା

ନୀଳଗିରି  ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା
ଭୁବନେଶ୍ୱର: ଆନ୍ଧ୍ରରେ କାମ କରୁଥିବା ଅମର୍ଦ୍ଧାର କିଛି ଯୁବତୀଙ୍କୁ ନିର୍ଯାତନା ଦିଆଯାଉଥିବା ସୂଚନା ମିଳିଛି । ୭/୮ ଯୁବତୀଙ୍କୁ କର୍ମସ୍ଥଳରେ ନଜରବନ୍ଦୀ ରଖାଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବତୀ ଏ ନେଇ ଏକ ଭିଡିଓ ପ୍ରସ୍ତୁତ କରି ମାମୁଁ ଘରକୁ ପଠାଇଛନ୍ତି । ଭିଡିଓ ପାଇ ଅମର୍ଦ୍ଧାରୋଡ ଫାଣ୍ଡିରେ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ।