ନିରଞ୍ଜନ କରୋନା ଆକ୍ରାନ୍ତ

ନିରଞ୍ଜନ କରୋନା ଆକ୍ରାନ୍ତ

ନିରଞ୍ଜନ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଡାକ୍ତରୀ ଚିକିତ୍ସାରେ ଥିବା ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସତର୍କ ରହିବା ସହ ଆଇସୋଲେସନରେ ରହିବାକୁ ସେ କହିଛନ୍ତି ।  ରବିବାର କଂଗ୍ରେସ ଭବନରେ ଆୟୋଜିତ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକରେ ଦଳର ବରିଷ୍ଠ ନେତା ଓ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଉପସ୍ଥିତ ଥିଲେ ।