ନବୀନ ପୁଣି ବିଜେଡି ସଭାପତି, ଭରିଲେ ନାମାଙ୍କନ

ନବୀନ ପୁଣି ବିଜେଡି ସଭାପତି, ଭରିଲେ ନାମାଙ୍କନ

ନବୀନ ପୁଣି ବିଜେଡି ସଭାପତି,  ଭରିଲେ ନାମାଙ୍କନ
ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣି ବିଜେଡି ସଭାପତି ହେବାକୁ ଯାଉଛନ୍ତି ! ଔପଚାରିକ ଭାବେ ଘୋଷଣା ବାକି ଥିବାବେଳେ ଏକମାତ୍ର ପାର୍ଥି ଭାବେ ନାମାଙ୍କନ ଦାଖଲ କରିଛନ୍ତି ! ନବୀନଙ୍କ ନାମାଙ୍କନ ପତ୍ରରେ ବହୁ ବରିଷ୍ଠ ଓ ଯୁବ ନେତା ପ୍ରସ୍ତାବକ ଓ ସମର୍ଥକ ରହିଛନ୍ତି ! ବିଜୁ ବାବୁଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା ! ଗଠନ ହେବା ଦିନ ଠାରୁ ସେ ନିରବଛିନ୍ନ ଭାବେ ସଭାପତି ରହି ଆସିଛନ୍ତି ! ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇପାରିଛି !