ନନ୍ଦନକାନନରେ ମାଈ ଜଳହସ୍ତୀର ମୃତୁ୍ୟ

ନନ୍ଦନକାନନରେ ମାଈ ଜଳହସ୍ତୀର ମୃତୁ୍ୟ

ନନ୍ଦନକାନନରେ  ମାଈ ଜଳହସ୍ତୀର ମୃତୁ୍ୟ
ଭୁବନେଶ୍ୱର:ନନ୍ଦନକାନନରେ ଗୋଟିଏ ମାଈ ଜଳହସ୍ତୀର ମୃତୁ୍ୟ ହୋଇଛି । ରୋଗାଗ୍ରସ୍ତ ଅବସ୍ଥାରେ ଉକ୍ତ ଜଳହସ୍ତୀର ମୃତୁ୍ୟ ଘଟିଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ । ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର । ମାଈ ଜଳହସ୍ତୀର ମୃତ୍ୟୁ ପରେ ଚିଡିଆଖାନାର ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି ।