ଦୀପାବଳିରେ ଧୁମ୍ ମଚାଇବ ‘ମଙ୍ଗଳ ଯିବା’

ଦୀପାବଳିରେ ଧୁମ୍ ମଚାଇବ ‘ମଙ୍ଗଳ ଯିବା’

ଦୀପାବଳିରେ ଧୁମ୍ ମଚାଇବ ‘ମଙ୍ଗଳ ଯିବା’
ଭୁବନେଶ୍ୱର: k1 live ତରଫରୁ ଦୀପାବଳିରେ ନୂଆ ଗୀତ ‘ମଙ୍ଗଳ ଯିବା’ ମୁକ୍ତିଲାଭ କରିବ । ଦୀପାବଳିରେ ଧୁମ୍ ମଚାଇବ ‘ମଙ୍ଗଳ ଯିବା’ । ଏହି ଗୀତରେ କଣ୍ଠଦାନ କରିଛନ୍ତି ବଲିଉଡର ଆଗ ଧାଡିର ଗାୟକ ତାରିକ୍ ଅଜିଜ୍ ଓ ମୋନାଲି ମଧୁସ୍ମିତା । ମଙ୍ଗଳ ଯିବା ଗୀତରେ ସଙ୍ଗୀତ ସଂଯୋଜନା କରିଛନ୍ତି ସୌମିତ୍ରି ପଲେଇ । ୟୁଟୁୟବ ଚ୍ୟାନେଲ କେ ୱାନ ଲାଇଭ୍ ନିବେଦିନ ଏହି ଗୀତଟିକୁ ସରୋଜ ବିଶ୍ୱାଳ ରଚନା କରିଛନ୍ତି । ଗୀତର କିଛି ମୁଖୁଡା ‘ତୁ ମାଇଣ୍ଡ ମେକ୍କପ୍ କର ମଙ୍ଗଳ ଯିବା’, ‘ତୁ ଡ୍ରେସ ପ୍ୟାକିଙ୍ଗ କର ମଙ୍ଗଳ ଯିବା’ ।