ଡେପୁଟି କମିଶନର କହିଲେ ରାତ୍ରିଯାପନ ପାଇଁ ଦେଇଛନ୍ତି ୨୦,୦୦୦ଟଙ୍କା

ଡେପୁଟି କମିଶନର କହିଲେ ରାତ୍ରିଯାପନ ପାଇଁ ଦେଇଛନ୍ତି ୨୦,୦୦୦ଟଙ୍କା

ଡେପୁଟି କମିଶନର କହିଲେ ରାତ୍ରିଯାପନ ପାଇଁ ଦେଇଛନ୍ତି ୨୦,୦୦୦ଟଙ୍କା

ଭୁବନେଶ୍ୱର : ବିଏମସି ଡେପୁଟି କମିଶନରଙ୍କ ନାଁ’ରେ ଆଲ୍‌ବମ୍‌ ଅଭିନେତ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆଲ୍‌ବମ୍‌ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗେଶ୍ୱର । ସେ କହିଛନ୍ତି, ୨୦୨୦ ମସିହାରେ ତାଙ୍କ ସହିତ ଦେଖା ହୋଇଥିଲା । ୨୦,୦୦୦ ଟଙ୍କାରେ ରାତ୍ର ଯାପନ ପାଇଁ ସେ ବମିଖାଲ୍‌ ଅଂଚଳରେ ରହୁଥିବା ଜଣେ ଆଲ୍‌ବମ୍‌ ଅଭିନେତ୍ରୀଙ୍କ ସହିତ ପରିଚିତ କରାଇ ଥିଲେ । ପରବର୍ତ୍ତୀ ସମୟରେ ସେ ଅଭିନେତ୍ରୀ ଜଣଙ୍କ ୨୦,୦୦୦ ଟଙ୍କା ନେଇ କଲ୍‌ଗର୍ଲ ହେବାକୁ ଆସିଥିଲେ । ତା’ପରେ ସେ ତାଙ୍କ ଘରକୁ ଡାକିଥିଲେ । ଏଥିପାଇଁ ସେ ନିଜ ଘରର ଲୋକେସନ୍‌ ପଠାଇଥିଲେ । ତା’ପରେ ଯୋଗେଶ୍ୱରତାଙ୍କ ଘରକୁ ଯାଉଥିଲେ ବୋଲି କହିଛନ୍ତି ।

ଶାରୀରିକ ସମ୍ପର୍କ ରଖିବା ପାଇଁ ଆଲ୍‌ବମ୍‌ ଅଭିନେତ୍ରୀ ଜଣକ ଯୋଗେଶ୍ୱରଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ହେଲେ ସେ ଏଥିରେ ରାଜି ହୋଇନଥିଲେ । ପରବର୍ତ୍ତୀ ସମୟରେ ଦୁଇ ଲକ୍ଷ ଟଙ୍କା ଋଣ ଆକାରରେ ଯୋଗେଶ୍ୱର ଦେଇଥିଲେ । ତାହା ପୁଣି ନିଜ ଦରମାର ଟଙ୍କାରୁ କିସ୍ତି କିସ୍ତି କରି ଦେଇଥିଲେ । ଏମିତି ବିଭିନ୍ନ ବାହାନା କରି ସେ ପାଖାପାଖି ୪ ଲକ୍ଷ ଟଙ୍କା ନେଇଥିଲେ । ଯୋଗେଶ୍ୱର ଧାର ଉଧାର କରି ଦେଇଥିବା କହିଛନ୍ତି । ସେହି ଟଙ୍କା ମାଗିବାରୁ ଶାରୀରିକ ସମ୍ପର୍କ ରଖିବାକୁ ସେ କହିଥିଲେ । ମାତ୍ର ଏଥିରେ ଯୋଗେଶ୍ୱର ରାଜି ହୋଇନଥିଲେ । ପରେ ଯୋଗେଶ୍ୱ୨ରୁ ୩ ଜଣ ଗ୍ରାହକ ଯୋଗାଡ କରିଦେଇଥିଲେ ।