ଡିଏମଏଫକୁ ନେଇ ବାଚସ୍ପତିଙ୍କ ରୁଲିଂ

ଡିଏମଏଫକୁ ନେଇ ବାଚସ୍ପତିଙ୍କ ରୁଲିଂ

ଡିଏମଏଫକୁ ନେଇ ବାଚସ୍ପତିଙ୍କ ରୁଲିଂ
ଭୁବନେଶ୍ୱର: ଆଇନ ଅନୁସାରେ ଖର୍ଚ୍ଚ ହେଉନି ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ । ଗୁରୁବାର ପ୍ରଶ୍ନକାଳରେ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି । ଟ୍ରଷ୍ଟ ବୋର୍ଡ ଗଠନ ନହୋଇ କେମିତି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ତେବେ ଶ୍ରୀ ମହାନ୍ତି ଏହି ପ୍ରସଙ୍ଗ ଉଠାଇବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଗାଇଡଲାଇନ ଉଲ୍ଲଘଂନ ନକରିବାକୁ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ପାଇଁ ବାଚସ୍ପତି ରୁଲିଂ ପ୍ରଦାନ କରିଛନ୍ତି ।