ଟ୍ରମ୍ପଙ୍କ ନିଶାନରେ ଓବାମା

ଟ୍ରମ୍ପଙ୍କ ନିଶାନରେ ଓବାମା

ଟ୍ରମ୍ପଙ୍କ ନିଶାନରେ ଓବାମା
ୱାସିଂଟନ୍ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟ୍ୱିଟରରେ ଟାର୍ଗେଟ କରିଛନ୍ତି । ଓବାମାଙ୍କୁ ଏକ ଗୁଇନ୍ଦା ଭାବେ ଦର୍ଶାଇ ସେ ଏକ ଫଟୋ ଟ୍ୱିଟ୍ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଟ୍ରମ୍ପ ଏଥିରେ କହିବାକୁ ଚାହିଁଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ବିରୋଧୀମାନେ ଅଯଥା ହସ୍ତକ୍ଷେପ କରୁଛନ୍ତି । ତେବେ ଏହି ଟ୍ୱିଟ୍ ପାଇଁ ଟ୍ରମ୍ପଙ୍କୁ ମଧ୍ୟ ଅନେକ ସମାଲୋଚନା କରିଛନ୍ତି ଏବଂ ସେ ଓବାମାଙ୍କ ପ୍ରତି ଅସହିଷ୍ଣୁ ହୋଇ ଏଭଳି କରିଥିବା କହିଛନ୍ତି ।