ଜାତୀୟ ଡେଙ୍ଗୁ ଦିବସ

ଜାତୀୟ ଡେଙ୍ଗୁ ଦିବସ

ଜାତୀୟ ଡେଙ୍ଗୁ ଦିବସ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅନୁମୋଦନ କ୍ରମେ ପ୍ରତି ବର୍ଷ ମେ ୧୬ ତାରିଖ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଏ । ଡେଙ୍ଗୁ ପ୍ରତି ଦେଶବାସୀଙ୍କୁ ସଚେତନ କରିବା ସହିତ ଏହି ରୋଗର ନିୟନ୍ତ୍ରଣ କରିବା ଲାଗି ଠିକ ସମୟରେ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକଙ୍କୁ ପ୍ରୋତ୍ସାହିତ କରି ବା ଏହି ଦିବସର ଉଦ୍ୟେଶ । ସମଗ୍ର ଦେଶରେ ଏବେ ଡେଙ୍ଗୁର ଭୟାଭୟତା ଦେଖିବାକୁ ମିଳୁଛି । ଡେଙ୍ଗୁ ଏକ ସଂକ୍ରମଣ ଜନିତ ରୋଗ, ଡେଙ୍ଗୁ ଭାଇରସ(ଡେନଭି,୧-୪ସେରୋଟାଇପ୍ସ) ଯୋଗୁଁ ହୋଇଥାଏ । ଡେଙ୍ଗୁ ମଶା କାମୁଡିବାର ୩-୧୪ ଦିନ ପରେ ବ୍ୟକ୍ତି ଠାରେ ଡେଙ୍ଗୁ ଲକ୍ଷଣ ଦେଖାଯାଇଥାଏ । ଏ ନେଇ ସଚେତନ ଓ ଚିକିତ୍ସା ନିହାତି ଜରୁରୀ । ଡେଙ୍ଗୁ ରୋଗୀ ନିଜକୁ ମଶା କାମୁଡିବାରୁ ନିଜକୁ ରକ୍ଷା କରିବା ନିହାତି ଆବଶ୍ୟକ । ନଚେତ ଅନ୍ୟମାନଙ୍କୁ ଏହି ରୋଭ ବ୍ୟାପିବାର ଆଶଙ୍କା ଅଧିକ ରହିଛି ।