ଜାଣନ୍ତ, କାହିଁକି ହିଲ ପିନ୍ଧିଲେ ଗ୍ରୀସକୁ ଯାଇପାରିବେ ନାହିଁ

ଜାଣନ୍ତ, କାହିଁକି ହିଲ ପିନ୍ଧିଲେ ଗ୍ରୀସକୁ ଯାଇପାରିବେ ନାହିଁ

ଜାଣନ୍ତ, କାହିଁକି ହିଲ ପିନ୍ଧିଲେ ଗ୍ରୀସକୁ ଯାଇପାରିବେ ନାହିଁ
ପ୍ରାଚୀନ ଐତିହ୍ୟର ରାଷ୍ଟ୍ର ଭାବେ ଜଣାଯାଉଥିବା ଗ୍ରୀସ ଯାଉଥିବା ପର୍ଯ୍ୟଟକମାନେ କେତୋଟି କଥା ଜାଣି ରଖନ୍ତୁ । ବ୍ୟାଗ ପ୍ୟାକିଂ କରୁଥିଲେ ନିଜ ହିଲ ଜୋତାକୁ ବାହାର କରି ଦିଅନ୍ତୁ । ଉଭୟ ପୁରୁଷ ଓ ମହିଳା ଗ୍ରୀସ ଯାତ୍ରା କରୁଥିଲେ ସେଠାରେ ହିଲ ପିନ୍ଧିବା ମନା । ୨୦୧୨ ପରଠାରୁ ସେଠାରେ ଏଇ ନିୟମ କଡ଼ାକଡ଼ି କରାଇଥାନ୍ତି । ବିଶେଷଜ୍ଞ ଦଳ ଗ୍ରୀସର ଆକ୍ରୋପୋଲିସ ଅନୁଧ୍ୟାନ କରୁଥିବା ସମୟରେ ହିଁ ଏଇ କଥା ପ୍ରଶାସନକୁ ଅବଗତ କରାଇଥିଲେ । ପର୍ଯ୍ୟଟକମାନେ ହାଇ ହିଲ ଜୋତା ପିନ୍ଧି ଏହି ପ୍ରାଚୀନ ସ୍ଥାନକୁ ପୁରାତନ ଐତିହ୍ୟ ବିଲପ୍ତ ହେବା ପୂର୍ବରୁ ସରକାର ନିୟମ ପ୍ରଣୟନ କଲେ, ହିଲ ପିନ୍ଧି କିମ୍ବା ପ୍ୟାକିଂ କରି ବ୍ୟାଗରେ ଗ୍ରୀସକୁ ଆଣିବା ମନା । ଯଦି ବା ଭୁଲରେ କୌଣସି ପର୍ଯ୍ୟଟକ ନେଇ ଆସୁଛନ୍ତି, ତେବେ ହୋଟେଲ କକ୍ଷରେ ହିଲ ଜୋତା ରଖିଦେବା ଉଚିତ । ସମୟ କ୍ରମେ ପର୍ଯ୍ୟଟକମାନେ ଏଠାକୁ ହିଲ ପିନ୍ଧି ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବାର ଜଣାପଡ଼ିଛି ।