ଗୃହ ସାଢେ ୧୧ଟା ଯାଏଁ ମୁଲତବି

ଗୃହ ସାଢେ ୧୧ଟା ଯାଏଁ ମୁଲତବି

ଗୃହ ସାଢେ ୧୧ଟା ଯାଏଁ ମୁଲତବି
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ମାହାଙ୍ଗା ଡବଲ ମର୍ଡରକୁ ନେଇ ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ଗୃହ ମଧ୍ୟଭାଗରେ ପୋଷ୍ଟର ଧରି ପ୍ରତିବାଦ ଓ ନାରାବାଜି କରିଥିଲୋ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସାଢେ ୧୧ ଟା ଯାଏଁ ମୁଲତବି କରିଛନ୍ତି । ବିରୋଧିଙ୍କ ହଟ୍ଟଗୋଳ ପାଇଁ ଗୃହକୁ ମୁଲତବି କରିଛନ୍ତି ବାସ୍ପପତି ।