ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ

ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ

ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ
ପୁରୀ: ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ପୁଣି ଶ୍ରୀମନ୍ଦିର ବେଢାର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ଭାଇରାଲ ହୋଇଛି । ଜଗମୋହନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ପଇତା ତିଆରି କରାଯାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏହି ଫଟୋ ଜଣେ ପାଟରା ସେବାୟତ ଭାଇରାଲ କରାଇବା କରାଇଥିବା ଜଣାପଡ଼ିଛି । ସେ ନିଜ ସେଲଫି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଳରେ ସଂମ୍ପୃକ୍ତ ପାଟରା ସେବାୟତ ଅଶୋକ ପାତ୍ରଙ୍କୁ ପାଟରା ନିଯୋଗ ନିଲମ୍ବନ କରିଛି । ଏହି ଶୀମନ୍ଦିର ଭିତର ଦୃଶ୍ୟ ଭାଇରାଲ ନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି ।