ଗଞ୍ଜାମରେ ଦଣ୍ଡନାଚକୁ ଅନୁମତି

ଗଞ୍ଜାମରେ ଦଣ୍ଡନାଚକୁ ଅନୁମତି

ଗଞ୍ଜାମରେ ଦଣ୍ଡନାଚକୁ ଅନୁମତି
ଭୁବନେଶ୍ୱର: କରୋନା ପାଇଁ ବିଶ୍ୱରେ ଆହାକାର ପରିସ୍ଥିତି ଦେଖାଯାଇଛି । କରୋନା ଯୋଗୁଁ ବିଶ୍ୱ ଯେପରି ପଛକୁ ଫେରିଯାଇଛି । ଭାରତବର୍ଷରେ ମଧ୍ୟ ସେହିପୁରି ଅନୁରୂପ ସରିସ୍ଥିତି । ବର୍ତମାନ କିଛି ଦିନ ହେଲା ଓଡିଶାରେ କ୍ରମଶ କରୋନା ପ୍ରଭାବ କମିଛି । ଓଡିଶାରେ ପ୍ରତିଦିନ ୬୦ରୁ ୮୦ ମଧ୍ୟରେ ଚିହ୍ନଟ କରାଯାଉଛି । ଓଡିଶାରେ ଦଣ୍ଡନୃତ୍ୟ ବା ଝାମୁଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ । ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । କରୋନା କଟକଣା ଭିତରେ ଦଣ୍ଡନାଚ କରିବାକୁ ଅନୁମତି ଦିଆଯାଇଛି । ପୂର୍ବ ନିଦେ୍ର୍ଧଶନାମାରେ ସାମାନ୍ୟ ପରିବର୍ତନ କରି ଅନୁମତି ଦିଆଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ କରାଯାଇ ପାରିବ ।