ଖୋଲିପାରେ ଦଶମ, ଦ୍ୱାଦଶ !

ଖୋଲିପାରେ ଦଶମ, ଦ୍ୱାଦଶ !

ଖୋଲିପାରେ ଦଶମ, ଦ୍ୱାଦଶ !

ଭୁବନେଶ୍ୱର: ଖୋଲିପାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ନେଇ ନିଦେ୍ର୍ଧଶ ଦିଆଯାଇପାରେ । ଏନେଇ ସୂଚନା ଦେଇପାରନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ । ଆଉ କିଛି ସମୟ ପରେ ଗଣଶିକ୍ଷା ସଚିବଙ୍କ ପ୍ରେସମିଟ୍ କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ସ୍କୁଲ ଖୋଲିବା ନେଇ  ନୂଆ ଗାଇଡଲାଇନ ଆସିପାରେ । ଅଫଲାଇନ ମାଟ୍ରିକ ପରୀକ୍ଷା ନେଇ ମଧ୍ୟ ଘୋଷଣା ହୋଇପାରେ ।