ଖସିଲା ୫-ଟି ସ୍କୁଲର ଛାତ ସିଲିଂ

ଖସିଲା ୫-ଟି ସ୍କୁଲର ଛାତ ସିଲିଂ

ଖସିଲା ୫-ଟି ସ୍କୁଲର ଛାତ ସିଲିଂ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗବଜୋର ଉଚ୍ଚ ବିଦ୍ୟାଳୟର ଛାତ ସିଲିଂ ଖସି ପଡିଛି । ୫-ଟି ଅଧୀନରେ ଥିବା ଏହି ସ୍କୁଲର ସିଲିଂ ଖସି ପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।

ତେବେ ପ୍ରାର୍ଥନା ସଭା ଚାଲିଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଛନ୍ତି ।

ଶୁକ୍ରବାର ଛାତ୍ରଛାତ୍ରୀମାନେ ପ୍ରାର୍ଥନା ସଭାରେ ଯୋଗ ଦେଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।