କେନ୍ଦ୍ରମନ୍ତ୍ରୀ ହେବା ପାଇଁ କାହାକୁ ଆସିଲା ଫୋନ କଲ୍
କେନ୍ଦ୍ରମନ୍ତ୍ରୀ ହେବା ପାଇଁ କାହାକୁ ଆସିଲା ଫୋନ କଲ୍
admin
May 30, 2019 - 07:24
Updated: May 30, 2019 - 07:24
ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ପରେ ମୋଦିଙ୍କ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଫୋନ କଲ ଯାଉଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କାହା କାହା ପାଖକୁ ଯାଇଛି ଫୋନ କଲ ଆସନ୍ତୁ ଜାଣିବା ।
୧- ଧର୍ମେନ୍ଦ୍ର ପ୍ରଧାନ
୨- ପୀୟୁଷ ଗୋୟଲ
୩- ନିର୍ମଳା ସୀତାରମଣ
୪- ମୁକ୍ତାର ଆବାସ ନକଭୀ
୫- ଜିତେନ୍ଦ୍ର ସିଂ
୬- ସ୍ମୃତି ଇରାନୀ
୭-ବାବୁଲ ସୁପ୍ରିୟ
୮- ରାଜନାଥ ସିଂହ
୯-ରବିଶଙ୍କର ପ୍ରସାଦ
୧୦- ରାମବିଳାସ ପାଶ୍ୱାନ
୧୧- ରାମଦାସ ଅଠାୱାଲେ
୧୨- ହରସିମରତ କୌର ବାଦଲ
୧୩- ଅର୍ଜୁନ ମେଘୱାଲ
୧୪-ସଦାନନ୍ଦ ଗୌଡ଼ା
୧୫- ଅନୁପ୍ରିୟା ପଟେଲ
୧୬- କିରନ ରିଜିଜୁ
୧୭-ପ୍ରକାଶ ଜାଭଡେ଼କର
୧୮. ନିତିନ ଗଡକରୀ
୧୯ - ସୁଷମା ସ୍ୱରାଜ
୨୦- ରାଜ୍ୟବର୍ଦ୍ଧନ ରାଠୋର
୨୧-ଗିରିରାଜ ସିଂହ
୨୨-ଜେନେରାଲ ଭିକେ ସିଂହ
୨୩-ମହେଶ ଶର୍ମା
୨୪-ସଂଜୀବ ବଲ୍ୟାନ
୨୫-ରାମଚନ୍ଦ୍ର ପ୍ରସାଦ ସିଂହ
୨୬-ସାଧ୍ୱୀ ନିରଜଂନ ଜ୍ୟୋତି
୨୭-ସନ୍ତୋଷ ଗଙ୍ଗୱାର
୨୮-କିଶନ ରେଡ୍ଡୀ
୨୯-ରାଓ ଇନ୍ଦ୍ରଜିତ ସିଂହ
୩୦-ପୁରୁଷୋତମ ରୂପାଲା
୩୧-ପହ୍ଲାଦ ପଟେଲ
୩୨-ନିତ୍ୟାନନ୍ଦ ରାୟ
୩୩-ଗଜେନ୍ଦ୍ର ସିଂହ ଶେଖାବତ
୩୪- ନରେନ୍ଦ୍ର ସିଂହ ତୋମାର
୩୫-ସୁରେଶ ଆଙ୍ଗଡି
୩୬-ରମେଶ ପୋଖରୀଆନ
୩୭-କିଶନ ପାଲ ଗୁଜର
୩୮-କୈଳାଶ ଚୌଧରୀ
୩୯-ରାଓ ସାହେବ ଧନବେ
୪୦-ଦେବଶ୍ରୀ ଚୌଧରୀ
୪୧-କୁଆଁର ହେମ୍ବ୍ରମ
୪୨-ରବିନ୍ଦ୍ର ନାଥ କୁମାର
୪୩-ପହ୍ଲାଦ ଯୋଶୀ
୪୪-ମନସୁଖ ମଣ୍ଡଭିୟା
୪୫-ସୋମ ପ୍ରକାଶ
୪୬-ରାମେଶ୍ୱର ତେଲି
୪୭-ସୁବ୍ରତ ପାଥକ
୪୮-ଡିମ୍ପଲ ଯାଦବ
୪୯-ସଞ୍ଜୟ ସମରାଓ ଧୋତ୍ରେ
୫୦ -ଥୱାର ଚାନ୍ଦ ଗେଲହଟ
୫୧-ମନସୁଖ ଭସଭା
୫୨-ରେଣୁକା ସିଂହ
୫୩-ହରଦୀପ ପୁରୀ
୫୪-ଅମିତ ଶାହା
ପ୍ରକାଶ ଯେ, ମୋଦିଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ମୋଦି ଓ ଅମିତ ଶାହାଙ୍କ ମଧ୍ୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଘରେ ଉଭୟେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଛନ୍ତି । ତେବେ ସନ୍ଧ୍ୟାରେ ମନ୍ତ୍ରୀଭାବେ ଶପଥ ନେବାକୁ ଏବେ ଫୋନ କଲ ଆରମ୍ଭ ହୋଇଥିବା ସୂଚନା ମିଳିଛି । ପିଏମଓ ପକ୍ଷରୁ ଫୋନ କଲ ଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ତେବେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ କିଏ କିଏ ସ୍ଥାନ ପାଇବେ ସେନେଇ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ବଢିବାରେ ଲାଗିଛି ।