କେଉଁ ଦେଶରେ କିପରି ପାଳନ କରାଯାଏ ରବିବାର ଜାଣନ୍ତୁ

କେଉଁ ଦେଶରେ କିପରି ପାଳନ କରାଯାଏ ରବିବାର ଜାଣନ୍ତୁ

କେଉଁ ଦେଶରେ କିପରି ପାଳନ କରାଯାଏ ରବିବାର ଜାଣନ୍ତୁ

ଛୁଟିର ଦିନ ଭାବେ ଜଣାଯାଉଥିବା ରବିବାରକୁ ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନାନା ଲୋକକଥାମାନ ରହିଛି । ଭାରତ ବ୍ୟତୀତ କୋରିଆ ଓ ଜାପାନରେ ମଧ୍ୟ ରବିବାରକୁ ‘ସୂର୍ଯ୍ୟଙ୍କ ବାର’ ଭାବେ ଗ୍ରହଣ କରାଯାଇଛି । ଆମ ଦେଶରେ ରବିବାରରେ ଲୋକେ ସୂର୍ଯ୍ୟ ପୂଜା କରୁଥିବା ବେଳେ ସେସବୁ ରାଷ୍ଟ୍ରରେ ଅବଶ୍ୟ ଏଭଳି କରାଯାଇନଥାଏ ।
ପେରୁ, ଜର୍ମାନୀ, ସ୍ୱିଡେନ, ଫ୍ରାନ୍ସ, ବେଲଜୟମରେ କେବଳ ରବିବାରରେ ହିଁ ନିର୍ବାଚନ ହେବାର ନିୟମ ରହିଛି । ୯୦ ବର୍ଷ ତଳୁ ସେଠାରେ ଏହି ନିୟମ ପାଳିତ ହେଉଛି ।
ରବିବାରରେ କେତୋଟି କଡ଼ା ନିୟମ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ପାଳନ କରାଯାଉଥିବାରୁ ଦେଖାଯାଏ । ଆମେରିକାର ଉଟାହ ରାଜ୍ୟରେ ଛୁଟିଦିନରେ ଅବା ଉତ୍ସବ ଦିନ ଗୁଡ଼ିକରେ ସ୍ଥାନୀୟ ଲୋକ ହୁଇସିଲ ବଜାଇ ମନ ଆନନ୍ଦ କରନ୍ତି । ହେଲେ ରବିବାର ସେଠି ହୁଇସିଲ ବଜାଇଲେ, ୧ ହଜାର ଡଲାର ଜରିମାନା କରାଯାଏ ।
ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ରାଇଜରେ ରବିବାର ହେଉଛି ‘ଖେଳର ଦିନ ସେ ସବୁ ଦେଶରେ ରବିବାରରେ ଗଲ୍ଫ ମଟର ସାଇକେଲ ପ୍ରତିଯୋଗିତା ଆଦି ହୁଏ । ସପ୍ତାହର ଏକ ଗୋଟିଏ ଦିନ ସେମାନେ ମଜା କରି କାଟନ୍ତୁ ।
କେତୋଟି ପ୍ରାନ୍ତରେ ରବିବାର ହେଉଛି କାମର ଦିନ, ସେସବୁ ଦେଶଗୁଡ଼ିକ ହେଲେ ବାହାରିନ ବାଂଲାଦେଶ, ଇସ୍ରାଇଲ ଓ ଇରାନ । ଅନ୍ୟର ଉନ୍ନତିର ପଥକୁ ଅନୁସରଣ କରିବା ସହ ତା ଚଲାପଥର କଷ୍ଟ ସହିଷ୍ଣୁତାକୁ ଦେଖିବା ଜରୁରୀ । ସଫଳତା ସହ ଏହା ସଚ୍ଚୋଟତାର ପ୍ରମାଣ ଦିଏ ।