କିଶୋର ପଟେଲ ଲଢ଼ିବେ
କିଶୋର ପଟେଲ ଲଢ଼ିବେ
ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି କଂଗ୍ରେସ ପ୍ରାର୍ଥୀଙ୍କ ନାଁ । କଂଗ୍ରେସର ବରିଷ୍ଠ ନେତା କିଶୋର ପଟେଲ ହେବେ ଦଳର ପ୍ରାର୍ଥୀ। କିଶୋରଙ୍କ ନାଁ ଘୋଷଣା ପରେ ଏଥର ଲଢ଼େଇ ଯୋଉ ଜୋରଦାର ଓ ତ୍ରିମୁଖୀ ହେବ ବୋଲି କୁହାଯାଉଛି।
ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ଘୋଷଣା ହୋଇଛନ୍ତି।




admin 